ଏକାମ୍ର କ୍ଷେତ୍ର ଯୋଜନା: ୨୦ପରିବାର ଜମି ଦେବାକୁ ସମ୍ମତି ଦେଲେ

ଭୁବନେଶ୍ୱର: ଏକାମ୍ର କ୍ଷେତ୍ରକୁ ଐତିହ୍ୟ ସହରରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ‘ଏକାମ୍ର କ୍ଷେତ୍ର ସୁବିଧା ଏବଂ ସ୍ମାରକୀ ପୁନରୁଦ୍ଧାର କାର୍ଯ୍ୟ ଯୋଜନା’ ଘୋଷଣା କରିଥିବା ବେଳେ ଏଥିପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ‌ଲୋକମାନେ କିପରି ସୁବିଧାରେ ଜମି ଦେବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି। ୬ ମାସ ମଧ୍ୟରେ ଏହି ଯୋଜନାକୁ ରୂପ ଦେବାକୁ ଥିବାରୁ ଜମି ଅଧିଗ୍ରହଣ ପ୍ରକ୍ରିୟା … Continue reading ଏକାମ୍ର କ୍ଷେତ୍ର ଯୋଜନା: ୨୦ପରିବାର ଜମି ଦେବାକୁ ସମ୍ମତି ଦେଲେ